ଲୋକସେବା ଭବନ ସାମ୍ବାଦିକ ପ୍ରବେଶ ପାଇଁ ଉଠିଲା କଟକଣା । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ସ୍ଵୀକୃତି ପ୍ରାପ୍ତ ଏବଂ ଅଣ ସ୍ଵୀକୃତି ପ୍ରାପ୍ତ ସାମ୍ବାଦିକଙ୍କୁ ଅନୁମତି । ଟିଭି, ଖବରକାଗଜର ଜଣେ ଲେଖାଏଁ ସାମ୍ବାଦିକଙ୍କୁ ଅନୁମତି । ଅନଲାଇନ ଫର୍ମରେ ଆବେଦନ କରିପାରିବେ ସାମ୍ବାଦିକ । ଉପଯୁକ୍ତ ପରିଚୟ ପତ୍ର ଦେଇ କରିପାରିବେ ଆବେଦନ । ଟିଭି ଗଣମାଧ୍ୟମର ଜଣେ ରିପୋର୍ଟର ଓ ଜଣେ କ୍ୟାମେରାମ୍ୟାନ ପ୍ରବେଶ କରିପାରିବେ । କୋଭିଡ ପରେ ସାମ୍ବାଦିକଙ୍କୁ ନିୟମିତ ପ୍ରବେଶ ପାଇଁ ମିଳୁନଥିଲା ଅନୁମତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now