ମହିଳାଙ୍କ ଉନ୍ନତିକୁ ପ୍ରାଥମିକତା ଦେଇଛି ବିଜେପି ସରକାର ;ମୋଦି

ଆଜି ଏନଡିଏ ସରକାରର ତୃତୀୟ ପାଳିର ଶହେ ଦିନ ପୁରିଛି । ଚାଷୀ, ମହିଳା, ଯୁବକ,ଗରିବଙ୍କ ପାଇଁ ବହୁପଦକ୍ଷେପ ନିଆଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଗରିବଙ୍କୁ ପକ୍କା ଘର, ଯୁବକଙ୍କ ପାଇଁ ପ୍ୟାକେଜ,୭୫ ହଜାର ମେଡିକାଲ ସିଟ ବୃଦ୍ଧି, ଜନଜାତୀୟ ବଜେଟରେ ୨ ଗୁଣା ବୃଦ୍ଧି,ବିଗତ ଶହେ ଦିନରେ ୧୧ ଲକ୍ଷ ନୂଆ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି। ଚାଷୀଙ୍କ ପାଇଁ ରପ୍ତାନୀ ଶୁଳ୍କ ହ୍ରାସ, ଏମଏସପି ବୃଦ୍ଧି ଭଳି ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ନିଆଯାଇଛି । ମହିଳାଙ୍କ ଉନ୍ନତିକୁ ପ୍ରାଥମିକତା ଦେଇଛି ବିଜେପି ସରକାର ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *