ଆସନକାଲିଠୁ ସକାଳୁଆ ସ୍କୁଲ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ତାପମାତ୍ରକୁ ନଜରରେ ରଖି ସ୍କୁଲକୁ ସକାଳୁଆ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସକାଳ ସାଢେ୬ଟାରୁ ଆରମ୍ଭ ହୋଇ ୧୦.୩୦ ରେ ସରିବ । ଏହନିୟମ ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଲାଗୁ କରାଯିବ ।
ନିୟମକୁ ଲାଗୁ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ଗଣଶିକ୍ଷା ସଚିବ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି

Naxatra News is now on Whatsapp
Join and get latest news update delivered to you via whatsapp
Join Now