ଆତଙ୍କବାଦୀ ଆକ୍ରମଣ ପରେ ସ୍ଵତନ୍ତ୍ର ଅଧିବେଶନର ଦାବି କରିଛନ୍ତି ରାମଚନ୍ଦ୍ର କାଡାମ

ଓଡ଼ିଶା ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ବାଚସ୍ପତିଙ୍କୁ ଚିଠି ଲେଖି ଅନୁରୋଧ କଲା କଂଗ୍ରେସ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସ୍ଵତନ୍ତ୍ର ଅଧିବେଶନର ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ଓଡ଼ିଶାରେ କେତେ ପାକିସ୍ତାନୀ ଅଛନ୍ତି, ସରକାର କଣ ପଦକ୍ଷେପ ନେଇଛନ୍ତି ତାହା ଉପରେ ଆଲୋଚନା ହେବ । ଦେଶର ସୁରକ୍ଷା ପାଇଁ ସବୁ ଦଳ ଏକ ହୋଇ କାମ କରିବାକୁ ଆହ୍ୱାନ । ବିଧାନସଭାରେ ଏନେଇ ଆଲୋଚନା ହେବାର ଆବଶ୍ୟକତା ରହିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *