ବୋମା ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ସଢେଇଗଡ ଗାଁ ରେ। ବିଳମ୍ବିତ ରାତିରେ ଘଟିଛି ଘଟଣା। ମୃତ ଯୁବକ ହେଲା ନିରାକାର ସିଂହ, ଆହତ ବଣ୍ଟି ଅରିସଲ।ଘଟଣା ଘଟିଛି ସଦର ଥାନା ଅନ୍ତର୍ଗତ ସଢେଇଗଡ ଗାଁ ରେ। ପୋଲିସ ମୃତ ଦେହ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲ ରେ ଭର୍ତ୍ତି କରି ତଦନ୍ତ ଚଳାଇଛି। ବୋମା ବିସ୍ଫୋରଣ ର କାରଣ ଅସ୍ପଷ୍ଟ ରହିଛି। ସଦର ଥାନା ପୋଲିସ ଆହତ ବ୍ୟକ୍ତି ଙ୍କୁ ଭୁବନେଶ୍ୱର ପଠାଇଛି। ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। କିଛି ଅଫୁଟା ବୋମା ମଧ୍ୟ ସ୍ଥାନୀୟ ପୋଖରୀ ରେ ପକାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now