ନାଳରେ ଭାସୁଛି ମୃତଦେହ

କେନ୍ଦୁଝର ସଦର ଥାନା ଅନ୍ତର୍ଗତ ତଳକମ୍ପଡିଃ ଗ୍ରାମର  ନିକଟରେ ଥିବା ନାଳ ରେ ଆଜି ସକାଳୁ ସକାଳୁ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତକ ହେଲେ ତଳକମ୍ପଡିଃ ଗ୍ରାମର ଚଷା ଦେହୁରୀଙ୍କ । ଚଷା ଗତକାଲି ନାଳ କୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ । ଆଜି ସକାଳୁ ତାଙ୍କ ମୃତ ଦେହ ସେହି ନାଳ ରେ ଭାସୁଥିବା ଦେଖିବାକୁ ମିଳିଛି । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *