ମାମୁଁ ଘରକୁ ଆସି ଶୌଚ ହେବାକୁ ଯାଇ ନଦୀରେ ବୁଡିଗଲେ ଭଣଜା ଭାଣିଜୀ। ମାମୁଝିଅ ସମେତ ଜଣଜା ଉଦ୍ଧାର ହୋଇଥିବା ବେଳେ ଭାଣିଜୀ ନିଖୋଜ ରହିଛି। ଯାଜପୁର ଥାନା ଅନ୍ତର୍ଗତ ତଳିହା ପଂଚାୟତ ଗାରଡେସ୍ୱର ଦେଇ ପ୍ରବାହିତ ବୈତରଣୀ ନଦୀରେ ଘଟିଛି ଏଭଳି ଅଘଟଣ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନିଖୋଜ ଭାଣିଜି ଦଶରଥପୁର ବ୍ଲକ ଗାରଡେସ୍ବର ମିଶ୍ର ସାହିର ନାରାୟଣ ପ୍ରସାଦ ମିଶ୍ରଙ୍କ ଘରକୁ ବୁଲିବାକୁ ଆସିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now