ପାଢୀ ଟ୍ୟୁଟରିଆଲ ମାଲିକ ଜେବି ପାଢୀ ଆତ୍ମହତ୍ୟା ଘଟଣା । ସାନି ଏତଲା ଦେବାକୁ ପତ୍ନୀଙ୍କୁ ଅନୁମତି ଦେଲେ ହାଇକୋର୍ଟ । ପତ୍ନୀ କବିତା ମହାପାତ୍ରଙ୍କ ଆବେଦନ ଉପରେ ହାଇକୋର୍ଟଙ୍କ ରାୟ । ୨୦୧୭ ଏପ୍ରିଲ ୬ରେ ଆତ୍ମହତ୍ୟା କରିଥିଲେ ଜେବି ପାଢୀ । ସୁସାଇଡ୍ ନୋଟ୍ ରେ ୩୦ ଜଣଙ୍କୁ ଦାୟୀ କରିଥିଲେ ସ୍ବାର୍ଗତ ପାଢୀ । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ନେଇ ବଡଗଡ ଥାନାରେ ଏତଲା ହୋଇଥିଲା । ଏନେଇ ଥାନାରେ ଏତଲା କରିଥିଲେ ସ୍ବର୍ଗତ ପାଢୀଙ୍କ ଭାଇ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now