ପୁଣି ଜୀବନ ନେଲା ହଇଜା I କଣାସ ଜାଗୁଳାଇପଦର ଗ୍ରାମର ଜହ୍ନି ବେହେରା ବୟସ (୭୦)ଙ୍କ ଆଜି ଭୁବନେଶ୍ଵର ଏକ ଘରୋଇ ହସ୍ପିଟାଲ ରେ ମୃତ୍ୟୁ ହୋଇଥିବା ଖବର ମିଳିଛି I ସେ ପ୍ରଥମେ କଣାସ ହସ୍ପିଟାଲ ରେ ଆଡମିସନ ହୋଇଥିଲେ ସ୍ୱାସ୍ଥ୍ୟ ଅବସ୍ତା ଗୁରୁତ୍ୱର ହେବାରୁ ତାଙ୍କୁ ପୁରୀ ପଠାଯାଇଥିଲା ପରେ ଅଧିକ ଗୁରୁତ୍ୱର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା I ସେଠାରେ ତାଙ୍କର ମୃତୁ ହୋଇଥିବା ଖବର ଆସିଛି I ଏହି ମୃତୁ କୁ ମିଶାଇ ୫ ଜଣ ଙ୍କ ଜୀବନ ନେଲା ହଇଜା I

Naxatra News is now on Whatsapp
Join and get latest news update delivered to you via whatsapp
Join Now