ନୂଆପଡ଼ା ଉପନିର୍ବାଚନ ରେ ବିଜେପି ନିଶ୍ଚିତ ଜିତିବ । କାରଣ ୨୪ ବର୍ଷ ଶାସନ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କୁ ଲୋକ ଦେଖିପାରୁନ ଥିଲେ । ଏବେକାର ମୁଖ୍ୟମନ୍ତ୍ରୀଙ୍କୁ ଲୋକେ ପାଖରେ ପାଉଛନ୍ତି ।ଏ ହେଉଛନ୍ତି ଲୋକଙ୍କ ସରକାର । ନିର୍ବାଚନ ଇସ୍ତାହାର ରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହୋଇଛି । ଏଥିପାଇଁ ଲୋକଙ୍କ ସରକାର ପ୍ରତି ଅନୁକମ୍ପା ରହିବ । ଏହା ବାଦ ମୋହନ ସରକାର ନୂତନ ଯୋଜନା ମାନ କାର୍ଯ୍ୟକାରୀ କରିଛନ୍ତି । ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ କଥା ହୋଉଛି ବିଜେପି ଯେଉଁଠି ସରକାର କରେ ସେଠାରେ ୨୫ ରୁ ୩୦ ବର୍ଷ ପର୍ଯ୍ୟନ୍ତ ଶାସନ ରେ ରହେ । ଦେଶରେ ଏହାର ନଜିର ରହିଅଛି । ନୂଆପଡ଼ା ରେ ଆଦିବାସୀ ଭୋଟ ବିଜେପି ସପକ୍ଷ ରେ ଯିବ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now