ଆଜି ସାମାନ୍ୟ ବର୍ଷାରେ ବାଲେଶ୍ୱର ସହରର ରାସ୍ତା ଜଳମଗ୍ନ। ବାଲେଶ୍ବର ରୁ ରେମୁଣା କୁ ସଂଯୋଗ କରୁଥିବା ସହରର ମୁଖ୍ୟ ରାସ୍ତାର ରୟାଲ କୁଇନ୍ ହୋଟେଲ ସମ୍ମୁଖ ସିଟି କ୍ଲିନିକ୍ ଛକ ନିକଟ ରାସ୍ତାରେ ଆଣ୍ଠୁଏ ପାଣି । ଜଳମଗ୍ନ ହୋଇ ରାସ୍ତା ଉବୁଟୁବୁ। ଲୋକମାନେ ଯାତାୟତରେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଦୋକାନ ଭିତରେ ପାଣି ପଶି ଥିବାରୁ ବ୍ୟବସାୟୀ ମାନେ ହିନସ୍ତା ହେଉଥିବା ଦେଖାଦେଇଛି। ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଜନସାଧାରଣ।
Naxatra News is now on Whatsapp
Join and get latest news update delivered to you via whatsapp
Join Now