ଜାତୀୟ

ପ୍ରଧାନମନ୍ତ୍ରୀ ମୋଦୀ ଭିଏତନାମର ପ୍ରଧାନମନ୍ତ୍ରୀ ଫାମ ମିହ୍ନ ଚିହ୍ନଙ୍କୁ ଭେଟିଲେ 

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭ ଶିଖର ବାର୍ତା ପରିପ୍ରେକ୍ଷୀରେ ଆଜି ଜାପାନରେ ଭିଏତନାମର ପ୍ରଧାନମନ୍ତ୍ରୀ ଫାମ ମିହ୍ନ ଚିହ୍ନଙ୍କୁ ଭେଟିଛନ୍ତି । 

ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଏହି ଦ୍ୱିପାକ୍ଷିକ କଥାବାର୍ତା ସମୟରେ କ୍ଷେତ୍ରୀୟ ଘଟଣାକ୍ରମ, ଆସିୟାନ ଏବଂ ହିନ୍ଦ-ପ୍ରଶାନ୍ତ ସହଯୋଗ ଉପରେ ଚର୍ଚ୍ଚା ହୋଇଥିଲା ।

Related Articles

Leave a Reply

Your email address will not be published.

Back to top button