ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ

Spread the love

ନୂଆଦିଲ୍ଲୀ: ବୁଧବାର ନୋବେଲ ଫାଉଣ୍ଡେସନ ପକ୍ଷରୁ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୨୦୨୨ ରାସାୟନ କ୍ଷେତ୍ରରେ ୩ ଜଣଙ୍କୁ ମିଳିତ ଭାବେ ଏହି ପୁରସ୍କାର ଦିଆଯାଉଛି। କେ ବେରୀ ସାର୍ପଲେସ, ମୋର୍ଟେନ ମେଲଡେଲ ଓ କାରୋଲିନ ଆର ବେଦଟୋଜିଙ୍କୁ ମିଳିତ ଭାବେ ରାସାୟନ ବିଜ୍ଞାନ ପାଇଁ ନୋବେଲ ମିଳିଛି।

ବାଇଓଅର୍ଥୋଗୋନାଲ କେମେଷ୍ଟ୍ରୀ ଓ କ୍ଲିକ କେମେଷ୍ଟ୍ରୀ ପାଇଁ ତିନି ଜଣଙ୍କୁ ନୋବେଲ ପାଇଁ ଚୟନ କରାଯାଇଛି। ବେରୀ ଓ ମୋର୍ଟେନଙ୍କୁ ଫାଉଣ୍ଡେସନ ଫର୍ମ ଅଫ କେମେଷ୍ଟ୍ରୀ କ୍ଲିକ କେମେଷ୍ଟ୍ରୀ ପାଇଁ ଦିଆଯାଇଛି, ଯେଉଁଥିଲେ ମଲିକ୍ୟୁଲ ର ବିଲ୍ଡିଂ ବ୍ଲକ ଏକ ସାଙ୍ଗରେ ଓ ତୁରନ୍ତ ଯୋଡି ହୋଇଥାନ୍ତି। ନୋବେଲ ଘୋଷଣାକାରୀ କମିଟି ଅନୁଯାୟୀ, ଏହା ଏମିତି ଏକ ରିଆକ୍ସନ, ଯେଉଁଥିରେ ରସାୟନ ଶାସ୍ତ୍ରର ପରିଭାଷା ବଦଳାଇ ଦେଇଛି।

Leave a Reply

Your email address will not be published. Required fields are marked *