ବିଏସପି-ଆଇଏନଏଲଡି ମେଣ୍ଟ: ଅଭୟ ଚୌତାଲା ମୁଖ୍ୟମନ୍ତ୍ରୀ ଚେହେରା

ହରିଆଣାରେ ବିଏସପି ସହ ମେଣ୍ଟ କଲା ଆଇଏନଏଲଡି। ବିଏସପିର ଜାତୀୟ ସଂଯୋଜକ ଆକାଶ ଆନନ୍ଦ ଏହା ଘୋଷଣା କରିଛନ୍ତି। ଆଇଏନଏଲଡିର ଅଭୟ ଚୌତାଲା ଏହି ଗଠବନ୍ଧନର ମୁଖ୍ୟମନ୍ତ୍ରୀ…