ହୃଦଘାତରେ ଚାଲିଗଲା ପୋଲିସ ଏଏସଆଇଙ୍କ ଜୀବନ

ବାଲେଶ୍ଵର କମର୍ଦ୍ଦା ଥାନାର କାର୍ଯ୍ୟରତ ଏଏସଆଇ ରାଧାଗୋବିନ୍ଦ ମଡୁଆଳଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ବାଲେଶ୍ଵର ଏସପିଙ୍କ ଅଫିସକୁ ସରକାରୀ କାମରେ ଯାଇଥିଲେ। ଆଉ କାମ ସାରି…