ପଞ୍ଚାୟତରେ ଦୁର୍ନୀତି, ପିଇଓ ଓ ଜିପିଓଙ୍କ ବହିଷ୍କାର ଦାବିରେ ରାସ୍ତାରୋକl

ବ୍ରହ୍ମଗିରି: ସାତପଡ଼ା ଗ୍ରାମପଞ୍ଚାୟତରେ ହେଉଥିବା ମହାଦୁର୍ନୀତି ବିରୋଧରେ ରାସ୍ତାରୋକ କରିଛି ଭାରତୀୟ ଜନତା ପାର୍ଟି l ଚିଲିକା ସାତପଡ଼ାରେ ଜଳପଥ ଅବରୋଧ କରିଛି ବିଜେପି l ଚିଲିକାରେ…