ପ୍ରତ୍ୟକ୍ଷ ପ୍ରମାଣ ବିନା ବି ଦୋଷୀ ସାବ୍ୟସ୍ତ ହେବେ ଭ୍ରଷ୍ଟ ଅଧିକାରୀ: ଏସସି

ନୂଆଦିଲ୍ଲୀ: ଭ୍ରଷ୍ଟାଚାରୀଙ୍କ ପାଇଁ ସୁପ୍ରିମକୋର୍ଟର ସତର୍କ ଘଣ୍ଟି। ଲାଞ୍ଚ ନେବା ଓ ଦେବା ଉଭୟ ମାମଲାରେ ପ୍ରତ୍ୟକ୍ଷ ପ୍ରମାଣ ନ ଥିଲେ ବି ହୋଇପାରେ ଦଣ୍ଡବିଧାନ। ପାରିପାର୍ଶ୍ବିକ…