ନାଜାଲ କରୋନା ଟୀକାକୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ପୁଣି କରୋନା ତାର କାୟା ମେଲାଇବାକୁ ବସିଥିବା ବେଳେ  ଭାରତ ସରକାର ଆଗୁଆ ସତର୍କ ରହିଛନ୍ତି।  ବୁଧବାର ଠାରୁ କରୋନାକୁ ନେଇ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶନାମା…