ମୁମ୍ୱାଇ ସମୁଦ୍ରରେ ବୋଟ୍ ଟ୍ରାଜେଡି

ଯାତ୍ରୀବାହି ବୋଟ୍ ସହ ନୌସେନାର ଏକ ସ୍ପିଡ୍ ବୋଟ୍ ପିଟିହେବାରୁ ୧୩ଜଣଙ୍କ ମୃତ୍ୟୁ। ମୁମ୍ୱାଇ ଗେଟ୍ ଓ୍ୱେ ଅଫ ଇଣ୍ଡିଆରୁ ଏଲିଫାଣ୍ଟା ଦ୍ୱୀପକୁ ପ୍ରାୟ ୧୧୦ ଜଣ…