ମାଡ଼ିଗଲା ମର୍ସିଡିଜ୍- ଡେରାଡୁନରେ ମର୍ମନ୍ତୁଦ ଦୁର୍ଘଟଣା

ମର୍ସିଡିଜରେ ଭଣଜାକୁ ବୁଲାଇବାକୁ ବାହାରିଥିଲା ମାମୁଁ। କିନ୍ତୁ ବାଟରେ ମଜଦୁରଙ୍କ ଲାଗି କାଳ ସାଜିଲା ମର୍ସିଡିଜ୍। ଡେରାଡୁନର ରାଜପୁର ରୋଡରେ ତୀବ୍ର ବେଗରେ ଏଭଳି ଲକଜରି କାର…