ଆର୍ଟ ଗ୍ୟାଲେରିରୁ ସିଜ୍- ଏମଏଫ ହୁସେନଙ୍କ ପେଣ୍ଟିଂ

ଆର୍ଟ ଗ୍ୟାଲେରୀରେ ଏମଏଫ ହୁସେନଙ୍କ ଲାଗିଥିବା ହିନ୍ଦୁ ଦେବାଦେବୀଙ୍କ ଫଟୋକୁ ଜବତ କର। ଯେଉଁ ଫଟୋ ଗୁଡ଼ିକ ଆପତ୍ତିଜନକ, ସିଜ୍ କରିବାକୁ ନିର୍ଦେଶ ଦେଇଛନ୍ତି ଦିଲ୍ଲୀ କୋର୍ଟ।…

‘ମୁଁ ଦେଇନି ଜାଲି ଜାତି ପ୍ରମାଣପତ୍ର’

କେଜ୍ରିଓ୍ୱାଲଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀର ସ୍କ୍ରିନିଂକୁ ରୋକ୍ ଲଗାଇଲା ଦିଲ୍ଲୀ ପୁଲିସ। ଏହାକୁ ନେଇ ଆପ୍ ଓ ବିଜେପି ଭିତରେ ତୁତୁମେମେର ଆଉ ଏକ ଏପିସୋଡ୍ ଆରମ୍ଭ…

ଦିଲ୍ଲୀରେ ପ୍ରବଳ ଜାଡ଼ : ଯାତାୟତ ପ୍ରଭାବିତ

ଘନ କୁହୁଡ଼ି ଚାଦର ତଳେ ଘୋଡ଼େଇ ହୋଇଛି ରାଜଧାନୀ ଦିଲ୍ଲୀ। ସମ୍ପୂର୍ଣ୍ଣ ଉତ୍ତର ଭାରତରେ ପ୍ରବଳ ଜାଡ଼। ହାଡ଼ଭଙ୍ଗା ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ନୂଆବର୍ଷ ଠାରୁ…

ଆପ୍‌ ବିରୋଧରେ ‘ଚାର୍ଜଶିଟ୍‌’

ଆପ୍‌ ବିରୋଧରେ ବିଜେପି ଜାରି କରିଛି ‘ଚାର୍ଜଶିଟ୍‌’। ଆଉ କିଛି ମାସ ପରେ ଅନୁଷ୍ଠିତ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ। ଏଥିପାଇଁ ବିରୋଧୀ ବିଜେପି ପକ୍ଷରୁ କ୍ଷମତାସୀନ…

ସ୍କୁଲକୁ ବୋମା ଧମକ ପଛରେ ଛାତ୍ର !

ରାଜଧାନୀ ଦିଲ୍ଲୀର ଏକାଧିକ ସ୍କୁଲକୁ ଲଗାତାର ବୋମା ଧମକ ମିଳୁଥିବା ଘଟଣା। ଯାହାର ଛାନଭିନ କରାଯାଉଥିଲା । ଧମକ ଆସିଥିବା ଇମେଲ ଫୋନ ନମ୍ବରକୁ ତନ ତନ…

କେଜ୍ରିଓ୍ୱାଲଙ୍କ ବିରୁଦ୍ଧରେ ଚାଲିବ ମାମଲା-ଇଡିକୁ ଅନୁମତି ଦେଲେ ଏଲଜି ସକ୍ସେନା!

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବିରୁଦ୍ଧରେ ଇଡି ପ୍ରସିକ୍ୟୁଟ୍ କରିବାକୁ ଅନୁମତି ଦେଲେ ଦିଲ୍ଲା ଉପ-ରାଜ୍ୟପାଳ ଭିକେ ସକ୍ସେନା। ମଦ…

‘ମାଟିରେ ମିଶିବ ବେଆଇନ କୋଠା’

ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ବେଆଇନ ଘରକୁ ଭାଙ୍ଗିବାକୁ ରାୟ । ବେଆଇନ କୋଠାବାଡି କିମ୍ବା ଘର ନିର୍ମାଣ କରୁଥିଲେ ମାଟିରେ ମିଶିବ । ନିକଟରେ ସୁପ୍ରିମକୋର୍ଟ…

ପୁଣି ଟ୍ରେନ୍ ଲାଇନଚ୍ୟୁତ ।ଦିଲ୍ଲୀ ଏବଂ ଚେନ୍ନାଇ ମଧ୍ୟରେ ଯାତାୟାତ ପ୍ରଭାବିତ

ତେଲଙ୍ଗାନାର ପେଦ୍ଦାପଲ୍ଲୀ ଜିଲ୍ଲାରେ ମାଲଗାଡି ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନର ୧୧ଟି ଡବା ଲାଇନଚ୍ୟୁତ ହୋଇଛି । ଘଟଣା ପରେ ରେଳ ଯାତାୟାତ ପ୍ରଭାବିତ ହୋଇଛି…