ସ୍ୱାଧୀନତାର ଅସିବର୍ଷ ପରେ ମଧ୍ୟ ଆଜିବି ଦୀପଞ୍ଚଳ ଘେରିରେ ଅଛନ୍ତି ରାଜକନିକା ବ୍ଲକ ଅଧୀନ ତ୍ରୈଲୋକପୁର ପଞ୍ଚାୟତ ଅଧୀନ ଗଙ୍ଗାଧର ପ୍ରସାଦଡିହା ଗାଁ।ଖରସ୍ରୋତାରେ ଘେରା ଗଙ୍ଗାଧର ପ୍ରସାଦ ଡିହା; ମୌଳିକ ସୁବିଧା ଦାବିରେ ୮ କିମି ରାଲି, ତହସିଲ ସମ୍ମୁଖରେ ଆମରଣ ଅନଶନ