ନୂପୁର ଶର୍ମାଙ୍କ ବିବାଦିତ ବୟାନ ପରେ ଭାରତ ବିରୋଧରେ ସାଇବର ଯୁଦ୍ଧ

ନୂଆଦିଲ୍ଲୀ: ବିଜେପିର ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କ ବିବାଦିତ ବୟାନ ପରେ ଦେଶବ୍ୟାପୀ ହିଂସା ଜାରି ରହିଛି। ଏହା ମଧ୍ୟରେ ଅହମଦାବାଦ କ୍ରାଇମ ବ୍ରାଞ୍ଚ କହିଛନ୍ତି କି,…