ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇଟାନଗର: ଭାରତୀୟ ସ୍ଥଳସେନାର ଏକ ଚିତା ହେଲିକପ୍ଟର ଗୁରୁବାର ଅରୁଣାଚଳ ପ୍ରଦେଶର ବୋମଡିଲା କ୍ଷେତ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଣ୍ଡଲା ପାର୍ବତ୍ୟାଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ସେନା ପକ୍ଷରୁ…