ହକି ପାଇଁ ସୁନ୍ଦରୀ ଦିଶୁଛି ରାଜଧାନୀ

ଭୁବନେଶ୍ବର: ମଝିରେ ଆଉ ଅଳ୍ପଦିନ ହକି ବିଶ୍ୱକପ ପାଇଁ । ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ରହିଥିବା ବେଳେ ଆସନ୍ତା ୨୫ ତାରିଖରେ ବିଶ୍ୱକପ ଟ୍ରଫି ଭୁବନେଶ୍ୱରରେ ପହଂଚିବ…