ଭାରତୀୟ ନୌସେନାର ଏକ ଯୁଦ୍ଧପୋତ ସହ ପାକିସ୍ତାନୀ ନୌସେନା ଜାହାଜର ଧକ୍କା ଘଟଣାକୁ ନେଇ ପାକିସ୍ତାନୀ କୂଟନୀତିଜ୍ଞଙ୍କୁ ବିଦେଶ ମନ୍ତ୍ରଣାଳୟ କୁ ସମନ କରିଛି ଭାରତ ,ପାକିସ୍ତାନୀ ନୌସେନା ୟୁନିଟ୍ର ଏହି ଆଚରଣ କୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର୍ଯ୍ୟ,ଅସୁରକ୍ଷିତ ଓ ଅପେସାଦାର ମନୋଭାବ ଦର୍ଶାଇଛି ଭାରତ
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ହରମୁଜ୍ ପ୍ରଣାଳୀ ଅତିକ୍ରମ କରି ଅଶୋଧିତ ତୈଳ ବୋଝେଇ ତୈଳବାହୀ ଜାହାଜ ‘ଏମ୍ଟି ସାନମାର ହେରାଲ୍ଡ’ ସୁରକ୍ଷିତ ଭାବେ ପାରାଦୀପ ବନ୍ଦରରେ ପହଞ୍ଚିଛି ।