ମାଲକାନଗିରିରେ ସରକାରୀ ଯୋଜନା ଉଭାନ

ମାଲକାନଗିରି:  ମହାମାରୀ କରୋନା ଲୋକଙ୍କ ଜୀବନ ଜୀବିକା ଓ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲା। ଏହି ସମୟରେ ରାଜ୍ୟ ସରକାର ଲୋକକଙ୍କ ପାଇଁ ରୋଜଗାରର ବାଟ ଫିଟାଇଥିଲେ।…