ବଢ଼ୁଛି ବାଂଲାଦେଶରେ ହିନ୍ଦୁ ବିରୋଧୀ ବର୍ବରତା

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଓ ବର୍ବରତା ସୀମା ପାର୍ କଲାଣି। ଆଉ ଜଣେ ହିନ୍ଦୁ ଖୋକନ ଦାସଙ୍କୁ ବର୍ବୋରୋଚିତ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ହିନ୍ଦୁ ବ୍ୟବସାୟୀ…

ପୀତବାସ ହତ୍ୟାକାଣ୍ଡ- ବିଚ୍ ରାସ୍ତାରେ ଫାୟାରିଂ

ବିଚ୍ ରାସ୍ତାରେ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିକରି ମର୍ଡର। କିଏ ଓ କାହିଁକି ପୀତବାସଙ୍କୁ ଗୁଳି କରି ହତ୍ୟା କଲା। ତାକୁ ନେଇ ହଇଚଇ ଖେଳିଯାଇଛି।…

ପରକୀୟାପ୍ରୀତି ସନ୍ଦେହ- ରିଲ୍ସ ବାହାନାରେ ପ୍ରେମିକାକୁ ମର୍ଡର

ଖୋର୍ଦ୍ଧା ତାପଙ୍ଗ ଖଣିରୁ ଦୀର୍ଘ ୮ ମାସ ପରେ ଯୁବତୀଙ୍କ କଙ୍କାଳ ଉଦ୍ଧାର ଘଟଣାରେ ପୁରୁଷ ବନ୍ଧୁକୁ ଗିରଫ କରିଛି ପୁଲିସ। ଭରତପୁର ପୁଲିସ ଅଭିଯୁକ୍ତ ପୁରୁଷବନ୍ଧୁ…

ପାର୍କିଂ ବିବାଦରୁ ମର୍ଡର

ପାର୍କିଂ ବିବାଦରୁ ମର୍ଡର। ବଲିଉଡ୍ ଅଭିନେତ୍ରୀ ହୁମା କ୍ୟୁରେସିଙ୍କ ଦାଦା ପୁଅ ଭାଇକୁ ମର୍ଡର। ଦିଲ୍ଲୀର ନିଜାମୁଦ୍ଦିନରେ ପାର୍କିଂ ବିବାଦରୁ ହୁମାଙ୍କ ଭାଇ ଆସିଫ କ୍ୟୁରେସିଙ୍କୁ ଦୁଇ…

ସ୍ୱାମୀ ସହ ଯୌନସୁଖ ନ ମିଳିବାରୁ ମର୍ଡର!

ଯୌନସମ୍ପର୍କକୁ ନେଇ ଅସନ୍ତୁଷ୍ଟରୁ ସ୍ୱାମୀଙ୍କୁ ମର୍ଡର କରିଦେଲା ପତ୍ନୀ। ଦିଲ୍ଲୀରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୨୯ ବର୍ଷୀୟା ମହିଳାଙ୍କ ଏଭଳି କାରନାମାକୁ ନେଇ ସବୁଠି ହଇଚଇ।…

ସ୍ୱାମୀକୁ ମର୍ଡର- ଟାଇଲ୍ସ ତଳେ ପୋତିଦେଲା ଶବ

ସ୍ୱାମୀକୁ ମର୍ଡର କଲେ। ମର୍ଡରରେ ପ୍ରେମିକ ସହଯୋଗ କଲା। ଆଉ ଘର ଚଟାଣ ଖୋଳି ଶବକୁ ପୋତିଦେଲେ ଉଭୟ। ଆଉ ତା ଉପରେ ଟାଇଲ୍ ବିଛାଇଦେଇଥିଲେ। କୌଣସି…

ମର୍ଡର ମାମଲାରେ ମୃତ୍ୟୁଦଣ୍ଡ ପାଇଥିବା ୩ ହେଲେ ଦୋଷମୁକ୍ତ

ମହିଳାଙ୍କୁ ମର୍ଡର କରି ଖଣ୍ଡ ଖଣ୍ଡ କରି କାଟିବା ଭଳି ବୀଭତ୍ସ କାଣ୍ଡରେ ତିନି ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି କୋଲକାତା ହାଇକୋର୍ଟ। ଏହି ତିନି ଜଣଙ୍କୁ…

ଗାଳି କରିବାରୁ ମାଲିକାଣୀ ଓ ତାଙ୍କ ପୁଅକୁ ହତ୍ୟା କଲା ଚାକର

ଗାଳି କରିବାରୁ ମର୍ଡର କରିଦେଲା ଚାକର। ମା ଓ ପୁଅକୁ ନିର୍ମମ ହତ୍ୟା କରିଛି। ଦିଲ୍ଲୀ ଡବଲ ମର୍ଡର ମାମଲାକୁ ନେଇ ସବୁଠି ହଇଚଇ। ଦିଲ୍ଲୀର ଲାଜପତ…

ଇନଷ୍ଟାକୁଇନ୍‌ କାଞ୍ଚନ ହତ୍ୟାକାଣ୍ଡ- ଦୁଇ ଅଭିଯୁକ୍ତ ଗିରଫ

ପଞ୍ଜାବର ଇନଷ୍ଟା କୁଇନ କାଞ୍ଚନ ଓରଫ କମଲ କୌରଙ୍କ ହତ୍ୟାକାଣ୍ଡର ପର୍ଦାଫାସ କରିଛି ପୁଲିସ। ବାଠିଣ୍ଡା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ହତ୍ୟାକାଣ୍ଡର ମୁଖ୍ୟ…

ପ୍ରେମରେ ପାଗଳ: ଫ୍ରିଜରରେ ଶବ ରଖିଲା ହତ୍ୟାକାରୀ ଡାକ୍ତର- ସ୍ୱାମୀକୁ ବିଷ ଦେଇ ନଦୀକୁ ଫିଙ୍ଗିଲା ପତ୍ନୀ

ଲଭ୍ ଟ୍ରାଙ୍ଗେଲକୁ ନେଇ ଜଣେ ଯୁବକକୁ ମର୍ଡର କରି ଶବକୁ ଆଇସକ୍ରିମ୍ ଫ୍ରିଜରରେ ଲୁଚାଇ ରଖିଥିଲେ ଅଭିଯୁକ୍ତ। ତ୍ରିପୁରାରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଭଉଣୀ ସହ…

ବ୍ରେକ୍ଅ‌ପ କହିବାରୁ ବିବାହିତା ପ୍ରେମିକାକୁ ୧୭ଥର ଛୁରୀ ଭୁଷିଲା

ଓୟୋ ହୋଟେଲରେ ପ୍ରେମିକାକୁ ନିର୍ମମ ହତ୍ୟା କଲା ପ୍ରେମିକ। ବେଙ୍ଗାଲୁରୁରେ ଆସିଛି ଏଭଳି ଘଟଣା। ହୋଟେଲ ରୁମ ଭିତରେ ୩୬ ବର୍ଷୀୟା ପ୍ରେମିକା ହରିଣିଙ୍କୁ ଅଭିଯୁକ୍ତ ୨୫…

ହନିମୁନ ମର୍ଡର ମିଷ୍ଟ୍ରି- ରାଜ୍‌ ପାଇଁ ରାଜାକୁ ମାରିଦେଲା ସୋନମ

ମେଘାଳୟର ହନିମୁନ ହତ୍ୟା ଘଟଣାରେ ନୂଆ ମୋଡ଼ ଆସିଛି। ଆଉ କେହି ନୁହେଁ। ଖୋଦ୍‌ ରାଜାଙ୍କ ପତ୍ନୀ ହିଁ ରାଜାଙ୍କୁ ମର୍ଡର କରିଛନ୍ତି। ରାଜାଙ୍କୁ ହତ୍ୟା ପାଇଁ…