ଅଙ୍ଗନବାଡ଼ି କେନ୍ଦ୍ରଠାରୁ ଆରମ୍ଭ କରି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଚିହ୍ନଟ, କାଉନସେଲିଂ ଓ ଆବଶ୍ୟକସ୍ଥଳେ ଚିକିତ୍ସା ବ୍ୟବସ୍ଥା ସହ ଯୋଡ଼ିବା ପାଇଁ ନୂଆ Standard Operating Procedure (SOP) ଜାରି ହୋଇଛି।
ଚଳିତ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଆଜି ଭୁବନେଶ୍ୱରରୁ ଆରମ୍ଭ ହୋଇଛି। ୭୭୫ ଜଣ ବରିଷ୍ଠ ନାଗରିକ ବାରାଣସୀ ଓ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି। ଏହି ତୀର୍ଥଯାତ୍ରା ସରକାରୀ ଯୋଜନାରେ ନିଶୁଳ୍କ ଭାବେ ଆୟୋଜିତ ହୋଇଛି।