ଧର୍ମ ସଙ୍କଟରେ ବିଜେଡି- ନବୀନଙ୍କ ହାତରୁ ଖସୁଛି ଲଗାମ!

ସସ୍ମିତଙ୍କ ବିରୁଦ୍ଧରେ ବିଜେଡିରେ କୁହୁଳିଲାଣି ଅସନ୍ତୋଷ। ଓ୍ୱାକଫ ବିଲ୍ ସମର୍ଥନରେ ଭୋଟ ଦେଇଥିବା କଥା ସସ୍ମିତ କହିବା ପରେ ବିଜେଡିରେ ପଡ଼ିଛି ଭାଳେଣି। ଦଳ ଏବେ ଧର୍ମସଙ୍କଟରେ…