ସର୍ବ ସାଧାରଣଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ

ନୂଆଦିଲ୍ଲୀ: ଡିସେମ୍ବରରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ। ଡିସେମ୍ବର ୧ରୁ ସର୍ବ ସାଧାରଣ ପାଇଁ ରାଷ୍ଟ୍ରପତି ଭବନ ସପ୍ତାହର ୫ଦିନ ଖୋଲା ରହିବ। ବୁଧବାର,…