ଭାରତ, ଚୀନ୍,ଆମେରିକା, ବ୍ରିଟେନ, ଜାପାନ, ଦକ୍ଷିଣ କୋରିଆ, ଶ୍ରୀଲଙ୍କା, ବାଂଲାଦେଶ ଭଳି ଦେଶ ନିଜର ବିଶେଷଜ୍ଞ ବିପର୍ଯ୍ୟୟ ପ୍ରଶମନ ଟିମକୁ ନେପାଳ ପଠାଇବାକୁ ପ୍ରସ୍ତାବ ଦେଇଥିଲେ। ଭାରତ ବି ନିଜର ଏନଡିଆରଏଫ ଟିମ ମୁତୟନ କରିବାକୁ ପ୍ରସ୍ତାବ ପଠାଇଥିଲା। ହେଲେ ନେପାଳୀ ସେନା ଓ ପୁଲିସ ସୁପାରିଶରୁ ସରକାର ଏ ସବୁ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି।