ଦୀପାବଳି ପାଳିବାକୁ ଘରକୁ ଯାଉଥିବା ବେଳେ ଦୁର୍ଘଟଣା, ୧୫ ମୃତ

ଭୋପାଳ: ମଧ୍ୟପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା। ଦୀପାବଳି ପାଇଁ ଘରକୁ ଯାଉଥିବା ବେଳେ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ, ୪୦ରୁ ଅଧିକ ଗୁରୁତର ଆହତ। ପୁଲିସ ବସରେ…