ମନ୍ଦିରରୁ ଚୋରି

ଭଦ୍ରକ: ଧାମନଗର ଥାନା ଅଧିନ ବନ୍ଧଟିଆ ଗ୍ରାମରେ ଥିବା ରାମେଶ୍ୱର ମହାଦେବଙ୍କ ମନ୍ଦିରରୁ ଚୋରି। ଗତକାଲି ବିଳମ୍ୱିତ ରାତିରେ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ବାସନ…