ସୂଚନା ଅନୁସାରେ ସୋମବାର ଦିନ ସକାଳେ ଦିଲ୍ଲୀ ର କିଲୋକାରୀ ଗାଁ ରେ ସଂଗୀତକାର ନିଜ ଆପାର୍ଟମେଣ୍ଟ ସାମ୍ନାରେ ମଦ ପିଇବା ଓ ପାଟିତୁଣ୍ଡ କରିବା କିଛି ଲୋକଙ୍କୁ ବିରୋଧ କରିବା ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ |ଏହି ହତ୍ୟା ମଲାରେ 7 ଜଣଙ୍କୁ ଗିରଫ କରାଯାଇଛି |