ମଦ ବୋତଲ ଉପରେ ସତର୍କ ସୂଚନାକୁ ସୁପ୍ରିମ କୋର୍ଟଙ୍କ ନାଁ

ନୂଆଦିଲ୍ଲୀ: ସିଗାରେଟ ପ୍ୟାକେଟ୍ ପରି ମଦ ବୋତଲରେ ବି ସତର୍କ ସୂଚନା  ରଖିବାକୁ ଅନୁରୋଧ କରି ହୋଇଥିବା ଏକ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଆଇନଜୀବୀ ଅଶ୍ବିନୀ…

ଲୋଭରେ ଧର୍ମ ପରିବର୍ତ୍ତନ: କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: କଳେ ବଳେ କୌଶଳରେ ଧର୍ମ ପରିବର୍ତ୍ତନ ଉପରେ ରୋକ ଲଗାଇବାକୁ କଠୋର ଆଇନ ଦାବିରେ ହୋଇଥିବା ଯାଚିକାର ସୁପ୍ରିମ କୋର୍ଟ ଶୁଣାଣି କରିଛନ୍ତି। ଏହି ମାମଲାରେ…

ଛାତ୍ରଛାତ୍ରୀଙ୍କୁ ଏପରି ଛାଡିଦିଆଯାଇ ପାରିବ ନାହିଁ: ଏସସି

ନୂଆଦିଲ୍ଲୀ: ୟୁକ୍ରେନରୁ ମେଡିକାଲ ପାଠ୍ୟକ୍ରମ ଅଧାରେ ଛାଡି ଫେରିଥିବା ଛାତ୍ରଛାତ୍ରୀଙ୍କୁ ଭାରତରେ ଅଧ୍ୟୟନ କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ ପରି କେନ୍ଦ୍ରର ବୟାନ ଉପରେ ଚିନ୍ତା…

କୋରାନରେ ଯାହା ଲେଖା ତାହା ବାଧ୍ୟତାମୂଳକ: ଖୁର୍ସିଦ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସୋମବାର ଦିନ ହିଜାବ ମାମଲାର ଶୁଣାଣି ହୋଇଛି। ଶୁଣାଣି କାଳରେ ଓକିଲ ସଲମାନ ଖୁର୍ସିଦ କହିଛନ୍ତି କି, ଇସଲାମରେ ବାଧ୍ୟତାମୂଳକ ଓ ଅଣବାଧ୍ୟତାମୂଳକ ପରି…

ସିଏଏ: ମାସେ ଭିତରେ ରିପୋର୍ଟ ଦେବାକୁ କେନ୍ଦ୍ରକୁ ତାଗିଦ

ନୂଆଦିଲ୍ଲୀ: ସିଏଏକୁ ବିରୋଧ କରି ହୋଇଥିବା ଯାଚିକାର ଶୁଣାଣି ସୁପ୍ରିମକୋର୍ଟ ଆସନ୍ତା ଅକ୍ଟୋବର ୩୧ରେ କରିବେ। ଏହି ମାମଲାରେ କୋର୍ଟ ଏକ ମାସ ଭିତରେ କେନ୍ଦ୍ରରୁ ମାଗିଛନ୍ତି…

ହିଜାବ ଓ ଶିଖ୍‌ଙ୍କ ପଗଡି ସମାନ ନୁହେଁ: ସୁପ୍ରିମ କୋର୍ଟ

ବାଙ୍ଗାଲୁରୁ: କର୍ଣ୍ଣାଟକ ହିଜାବ ମାମଲାର ଶୁଣାଣି କାଳରେ ଜଷ୍ଟିସ ହେମନ୍ତ ଗୁପ୍ତା କହିଛନ୍ତି କି, ହିଜାବ ସହ ସିଖଙ୍କ ପଗଡିର ତୁଳନା କରିବା ଠିକ ନୁହେଁ। ପାଞ୍ଚ…

୯ରେ ଗୁଜୁରାଟ ସରକାର ଦ୍ବାରା ମୁକ୍ତ ୧୧ ଦୋଷୀଙ୍କ ମୁକ୍ତି ଉପରେ ଶୁଣାଣି

ନୂଆଦିଲ୍ଲୀ: ବିଲକିସ ବାନୁଙ୍କ ଦୋଷୀକୁ ମୁକ୍ତ କରାଯିବା ବିରୋଧରେ ସୁଭାଷିନୀ ଅଲୀ ଓ ଅନ୍ୟ ଦୁଇ ଜଣଙ୍କ ଦ୍ବାରା ଦାୟର ଯାଚିକା ଉପରେ ସେପ୍ଟେମ୍ବର ୯ ତାରିଖରେ…

ଜନସଂଖ୍ୟା ନିୟନ୍ତ୍ରଣ ସମ୍ବନ୍ଧିତ ଯାଚିକାରେ କେନ୍ଦ୍ରକୁ ନୋଟିସ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଦେଶର ଜନସଂଖ୍ୟା ଉପରେ ଦାୟର ଯାଚିକା ଉପରେ ଏକ ନୋଟିସ କରିଛନ୍ତି। ଦେଶର ବର୍ଦ୍ଧିତ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାକୁ…

ଖ୍ରୀଷ୍ଟିଆନଙ୍କ ଉପରେ ଆକ୍ରମଣ: ଗୃହ ମନ୍ତ୍ରଣାଳୟକୁ ଏସସିଙ୍କ ଜବାବ ତଲବ

ନୂଆଦିଲ୍ଲୀ: ଦେଶରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଉପରେ ଆକ୍ରମଣକୁ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ଦେବାକୁ  କୁହାଯାଇଛି। ଉତ୍ତର ପ୍ରଦେଶ, ଛତିଶଗଡ, ହରିଆଣା,…

ଗୋଧ୍ରା ହିଂସାର ବାକି ମାମଲାକୁ ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୦୨ ଗୁଜୁରାଟ ଦଙ୍ଗା ସମ୍ବନ୍ଧିତ ଶୁଣାଣି ପାଇଁ ଥିବା ବାକି ମାମଲାକୁ ସୁପ୍ରିମ କୋର୍ଟ ମଙ୍ଗଳବାର ଦିନ ବନ୍ଦ କରିଦେଇଛନ୍ତି। ଏତେ ବର୍ଷ ଅତିବାହିତ ହେବା…

୧୬ ମାସରେ ମିଳିଲା ମାତ୍ର ୫୦ ଫୁଲ ଫେଜ ଶୁଣାଣି: ଜଷ୍ଟିସ ରମଣା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ପଦରୁ ଅବସର ନେଇଛନ୍ତି ଜଷ୍ଟିସ ଏନ.ଭି.ରମଣା। ୧୬ ମାସ ଧରି ସର୍ବୋଚ୍ଚ ଅଦାଲତର ଶୀର୍ଷ ଆସନରେ ବସି କାର୍ଯ୍ୟ ତୁଲାଇଥିଲେ ବି…

ପେଗାସସ୍ ମାମଲାରେ କେନ୍ଦ୍ର କରୁନାହିଁ ସହଯୋଗ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ପେଗାସସ୍ ମାମଲାରେ କେନ୍ଦ୍ର ସହଯୋଗ କରୁନାହିଁ। ଏହାର ପରବର୍ତ୍ତୀ ଶୁଣାଣି ଏକ ମାସ ପରେ ହେବ ବୋଲି କହିଛନ୍ତି ସୁପ୍ରିମ କୋର୍ଟ। ଗୁରୁବାର ପେଗାସସ୍ ମାମଲାର…