ପଦରେ ହିରୋ – କାମରେ ଜିରୋ: କିଏ ସେ କରିତକର୍ମା ବାବୁ?

ଯାହାଙ୍କୁ ଦକ୍ଷ ଅଫିସର ବୋଲି ଭାବୁଥିଲେ ସରକାର। ସେ କିନ୍ତୁ କର୍ତ୍ତବ୍ୟ ଅବହେଳାରେ ମାଷ୍ଟର ବାହାରିଲେ। ନା ଦାୟିତ୍ୱ ତୁଲାଇଲେ ନା ଉପରିସ୍ଥ ଅଧିକାରୀଙ୍କ ନିର୍ଦେଶକୁ ଶୁଣିଲେ।…

ହଟିନି ପାର୍ଟ-ପ୍ଲଟ୍ କଟକଣା: ଭୁଆଁ ବୁଲାଉଥିଲେ ସରକାର!

ପାର୍ଟ-ପ୍ଲଟ କିଣାବିକାରେ କଟକଣା କାହିଁକି ହଟୁନି। ବାରମ୍ୱାର ରାଜସ୍ୱ ମନ୍ତ୍ରୀ କହିଆସୁଛନ୍ତି, ଚାଷ ଜମିରେ ପାର୍ଟ କିଣାବିକା ନେଇ ସମସ୍ତ ପ୍ରତିବନ୍ଧକ ହଟିଲା। ହେଲେ କିଏ ଏହାକୁ…

ସତ୍ତ୍ୱ କେଳେଙ୍କାରୀ : ଅଡୁଆରେ ଅଫିସର- ଫସିଲେ ସ୍ୱାମୀ ସ୍ତ୍ରୀ!

ଜମି ରେଜିଷ୍ଟ୍ରେସନ କେଳେଙ୍କାରୀର ଗୋଲକଧନ୍ଦା। ସ୍ୱାମୀ ବିକିଲେ, ସ୍ତ୍ରୀ କିଣିଲେ। ଭୁବନେଶ୍ୱର କାଶୀପୁର ମୌଜାର ୬୪୫ ଡିସିମିଲ ମନ୍ଦିର ଜମିକୁ ସ୍ଥିତିବାନ କରି କିଣାବିକା ଘଟଣାରେ କେବଳ…

ବିସ୍ଥାପିତଙ୍କ ଲାଗି ବିକଳ୍ପ ବାଟ

ବିସ୍ଥାପିତଙ୍କ ଲାଗି ବିକଳ୍ପ ସୁଯୋଗ। ନୂଆ ବିସ୍ଥାପନ ଓ ଥଇଥାନ ନୀତି ଆଣିବାକୁ ଯାଉଛନ୍ତି ସରକାର। କ୍ଷତିଗ୍ରସ୍ତ ଚାହିଁଲେ କ୍ଷତିପୂରଣ ବଦଳରେ ପ୍ରକଳ୍ପରେ ଅଂଶୀଦାର ରହିପାରିବେ। ପ୍ରକଳ୍ପ…

ସବ୍‌ରେଜିଷ୍ଟ୍ରାର ଫିଡବ୍ୟାକ୍- ଠାଣିରେ ଟପିଗଲେ ପାଣ୍ଡିଆନଙ୍କୁ!

ବଡ଼ ନୁହେଁ, ଭଲ ଅଫିସର ହୁଅ। ପିପୁଲ୍ସ ଫ୍ରେଣ୍ଡଲି ହୁଅ। ଅଫିସ ଆସୁଥିବା ଲୋକଙ୍କୁ ଭଦ୍ର ବ୍ୟବହାର କର। ସେମାନେ କଅଣ ଚାହୁଁଛନ୍ତି, ତାକୁ ବୁଝି ସମାଧାନ…

ପିପୁଲ୍ସ ଫ୍ରେଣ୍ଡଲି ହୋଇ କାମ କର- ଗଳାବାଟରେ ରେଜିଷ୍ଟ୍ରେସନ କଲେ ଭୋଗିବ ପରିଣତି

ସବ ରେଜିଷ୍ଟ୍ରାର ଅଫିସରେ କାମ କେମିତି ହୁଏ। ତାହାର ପୋଲ୍ ଖୋଲିଛନ୍ତି ନିଜେ ରାଜସ୍ୱ ସଚିବ। ସବ-ରେଜିଷ୍ଟ୍ରାରଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ବିଷୋଦଗାର କରିଛନ୍ତି ସଚିବ। ନିଜକୁ ଦକ୍ଷ…

ଚାଷ ଜମିର ପାର୍ଟ କିଣାବିକା: ସ୍ପଷ୍ଟ କଲେନି ସରକାର- ଦ୍ୱନ୍ଦ୍ୱରେ ସବରେଜିଷ୍ଟ୍ରାର- ହନ୍ତସନ୍ତ ଜନତା

ମନ୍ତ୍ରୀଙ୍କ ଘୋଷଣା ଗୋଟିଏ ପଟେ। ତ ଅଫିସର ଆଉ ଗୋଟିଏ ବାଟରେ। ନା ସ୍ପଷ୍ଟତା ଅଛି ନା ନିୟମକୁ ସରଳୀକରଣ କରି ଲୋକଙ୍କ କାମ ସହଜ ହୋଇପାରୁଛି।…

ଜନଗଣନା ବିଜ୍ଞପ୍ତି- ତେଜିଲା ରାଜନୀତି

ଜନଗଣନା ଲାଗି ପ୍ରକାଶ ପାଇଛି ଗେଜେଟ୍ ବିଜ୍ଞପ୍ତି। ୨୦୨୭ ମାର୍ଚ୍ଚ ପହିଲାରୁ ଦେଶରେ ଜନଗଣନା ଆରମ୍ଭ ହେବ। ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡ଼ିଶା ଜନଗଣନା…

ପାର୍ଟପ୍ଲଟ କଟକଣା- ସମସ୍ୟା ହଟିଲା ନା ଦ୍ୱନ୍ଦ୍ୱ ବଢ଼ିଲା?

ପାର୍ଟ ପ୍ଲଟ କଟକଣା ହଟିଲା ନା ଅଧିକ ଦ୍ୱନ୍ଦ୍ୱ ବଢ଼ାଇଲେ ସରକାର। ନଗର ଉନ୍ନୟନ ବିଭାଗ ଯେଉଁ ବିଜ୍ଞପ୍ତି ବାହାର କରିଛି। ସେଥିରେ ଅନେକ କୋହଳ କରାଯାଇଛି…

ଲାଞ୍ଚୁଆ ଅଫିସର ଚେତିଯାଆନ୍ତୁ- ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ

ଦୁର୍ନୀତି ବିରୋଧୀ ସହନଶୀଳତା ନୀତି ମୋହନ ସରକାରଙ୍କ ସଂକଳ୍ପ। ଦୁର୍ନୀତି ଯିଏ କରିବ, ସେ ଜେଲ୍ ଯିବ। ଯେଉଁଠି ଥିଲେ ବି ବନ୍ଧା ହେବ ବୋଲି କହିଛନ୍ତି…

କାହା ପାଇଁ କାମ କରୁଛନ୍ତି ତହସିଲଦାର- ସରକାର ନା କମ୍ପାନୀ ପାଇଁ- ପ୍ରଶ୍ନ କଲେ ରାଜସ୍ୱ ସଚିବ

ସରକାର କି ଲୋକଙ୍କ ପାଇଁ ନୁହେଁ। କମ୍ପାନୀ ପ୍ରୀତିରେ ଉବୁଟୁବୁ ଅଫିସର। ଲୋକଙ୍କ ସ୍ୱାର୍ଥ ଓ ସରକାରୀ ସର୍କୁଲାର ଲାଗି ଯେତିକି ଚିନ୍ତା ନାହିଁ। ସେତିକି ଚିନ୍ତା…

କୋଟିଆକୁ ନେଇ କୌଣସି ସାଲିସ ହେବନି- ସୁରେଶ ପୂଜାରୀ

ସରକାରଙ୍କ କୋଟିଆ ଚିନ୍ତା। କୋଟିଆକୁ ଯେଭଳି ଆନ୍ଧ୍ର ଆଖି ପକାଇଛି। ପ୍ରଲୋଭନର ପାଲରେ ପକାଇ ଓଡ଼ିଶା ଲୋକଙ୍କ ଉପରେ ନିଜର ଅଧିକାର ଜାହିର କରୁଛି। ତାକୁ ରୋକିବାକୁ…