ହଷ୍ଟେଲରୁ ଉଦ୍ଧାର ହେଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ଯାଜପୁର: ଇଞ୍ଜିନିୟର ଛାତ୍ରୀଙ୍କ ମୃତ ଘଟଣା । ହତ୍ୟାର ଅଭିଯୋଗ ଆଣିଲେ ପରିବାର ଲୋକେ । ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ସରକାରୀ ପଲଟେକନିକ ବିରଜା ହଷ୍ଟେଲରେ…