ଜଣେ ମହିଳା ଅତିରିକ୍ତ ଜିଲ୍ଲା ଜଜଙ୍କୁ ପୁରୁଷ ଜଜ୍ ନିଜର ୨୫ତମ ବିବାହ ବାର୍ଷିକିରେ ଆଇଟମ ନମ୍ୱର ଉପରେ ନାଚିବାକୁ କହିଥିଲେ। ବିରୋଧ କରିବାରୁ ସଂପୃକ୍ତ ବିଚାରପତିଙ୍କୁ ତଥାକଥିତ ଭାବେ ନିଜ ଚାକିରୀ ହରାଇବାକୁ ପଡ଼ିଲା। ଜିଲ୍ଲା ଅଦାଲତରେ ମହିଳା ଜଜଙ୍କ ପୀଡ଼ାର ଅବତାରଣା କରିଥିଲେ। ନ୍ୟାୟପାଳିକାରେ ମହିଳା ବିଚାରପତିଙ୍କ ଯୌନ ଉତ୍ପୀଡ଼ନକୁ ଏକ କଳା ରହସ୍ୟ ବୋଲି କହିଛନ୍ତି ଇନ୍ଦିରା।