ରାଷ୍ଟ୍ରପତିଙ୍କ ତିନି ଦିନିଆ ଝାଡଖଣ୍ଡ ଗସ୍ତ ଆଜି ଠାରୁ

Spread the love

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଠାରୁ ତିନି ଦିନିଆ ଝା଼ଡଖଣ୍ଡ ଗସ୍ତରେ ଯିବେ । ସେ ଆଜି ରାଜଧାନୀ ରାଂଚି ପହଂଚିବା ପରେ ସେଠାରେ ଝାଡଖଣ୍ଡ ହାଇକୋର୍ଟରେ ନୂଆ ଭବନର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *