Latest Newsଓଡ଼ିଶାସମ୍ବଲପୁର

୨୩ ରେ ହୀରାକୁଦରୁ ଛଡାଯିବ ବନ୍ୟାଜଳ, ସତର୍କ କଲେ ଡ୍ୟାମ୍ କର୍ତ୍ତୁପକ୍ଷ


୨୩ ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ । ଏଥିପାଇଁ ସର୍ବସାଧାରଣଙ୍କ ପାଇଁ ଡ୍ୟାମ୍ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଜାରି ହେଲା ସତର୍କ ସୂଚନା । ସକାଳ ୯ ଘଣ୍ଟା ସମୟରେ ବନ୍ୟାଜଳ ନିଷ୍କାସିତ ହେବ । ବାମ ପାଖରେ ଥିବା ୭ ନମ୍ବର ଗେଟ ଖୋଲାଯିବ । ସେଥିପାଇଁ ତଳ ମୁଣ୍ଡରେ ୧୪ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ଏହାର ପ୍ରଭାବରେ ମହାନଦୀ ଓ ଶାଖାନୀଦର ଜଳ ସ୍ତର ବୃଦ୍ଧି ପାଇବ । ସେଥିପାଇଁ ନଦୀରେ ପ୍ରବେଶ ପାଇଁ ସତର୍କ କଲା ପ୍ରଶାସନ ।

Related Articles

Leave a Reply

Your email address will not be published.

Back to top button