ମସ୍କୋ ସପିଂ ମଲରେ ଅଗ୍ନିକାଣ୍ଡ: ଭିଡିଓ ଭାଇରାଲ

ମସ୍କୋ:  ଋଷର ରାଜଧାନୀ ମସ୍କୋ ଅନ୍ତର୍ଗତ କସ୍ବାଇ ଅଞ୍ଚଳରେ ଥିବା ଏକ ସପିଂ ମଲରେ ଅଗ୍ନିକାଣ୍ଡ। ୭ହଜାର ସ୍କୋୟାର ମିଟର ପରିବ୍ୟାପ୍ତ ଏହି ମଲରେ ଭୟଙ୍କର ଅଗ୍ନିକାଣ୍ଡର…

ଭାରତୀୟଙ୍କୁ ଆମେରିକାରେ ୧୩ ବର୍ଷ ଜେଲ ଦଣ୍ଡାଦେଶ

ନୂଆଦିଲ୍ଲୀ: ଆମେରିକୀୟ କୋର୍ଟ ଦ୍ବାରା ଭାରତୀୟ ରମେଶ ବଲବାନୀଙ୍କୁ ୧୩ ବର୍ଷ କାରାଦଣ୍ଡ। ଠକେଇ ମାମଲାରେ ରମେଶଙ୍କୁ ଏହି ଦଣ୍ଡାଦେଶ ଶୁଣାଯାଇଛି। ଏହି ମାମଲାରେ ପୂର୍ବରୁ ତାଙ୍କ…

ପୂର୍ବ ଘୋଷଣାର ୨ଗୁଣା ହେବ ଆମାଜନ ଛଟେଇ

ଟ୍ବିଟର, ଗୁଗଲ, ଫେସବୁକ, ପେପ୍ସିକୋ ପରେ ଏବେ ଆମାଜନ ବଡ ସଂଖ୍ୟାରେ ଛଟେଇ କରିବାକୁ ଯାଉଛି। କମ୍ପ୍ୟୁଟର ୱାର୍ଲ୍ଡର ଏକ ରିପୋର୍ଟ ମୁତାବକ, ଆଗାମୀ ମାସରେ ଆମାଜନ…

ପାକିସ୍ତାନର ସଣ୍ଡେ ମାର୍କେଟରେ ଅଗ୍ନିକାଣ୍ଡ: ଜଳିଗଲା ୩୦୦ ଦୋକାନ

ଇସଲାମବାଦ: ପାକିସ୍ତାନ ରାଜଧାନୀ ଇସଲାମବାଦର ଜନପ୍ରିୟ ସଣ୍ଡେ ବଜାରରେ ଭିଷଣ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଛି ୩୦୦ରୁ ଅଧିକ ଦୋକାନ। ସଣ୍ଡେ ବଜାରର ଗେଟ ନମ୍ବର…

କ’ଣ ୨୦୦୮ ଭଳି ସ୍ଥିତି ଉପୁଜିବ?

() ମାଡି ଆସୁଛି ମାନ୍ଦାବସ୍ଥା। ପ୍ରଥମେ ଟ୍ୱିଟର ପରେ ଫେସବୁକ ଏବଂ ଆମାଜାନ ସମେତ ପ୍ରତିଷ୍ଠିତ କମ୍ପାନୀରେ ହେଉଛି ବ୍ୟାପକ ଛଟେଇ। ଯେଉଁଭଳି ପ୍ରତିଷ୍ଠିତ କମ୍ପାନୀ ମାନେ…

ଉହାନ ଲାବରୁ ହିଁ ବ୍ୟାପିଥିଲା କୋଭିଡ-୧୯ ଭୂତାଣୁ: ହଫ୍

ୱାସିଂଟନ: ବିବାଦୀୟ ଉହାନ ଲାବକୁ ନେଇ ପୁଣି ଆସିଲା ଚାଞ୍ଚଲ୍ୟକର ଖୁଲାସା। ଚୀନ ଯେତେ ମନାକଲେ ମଧ୍ୟ ଉହାନ ଲ୍ୟାବରୁ ହିଁ କୋଭିଡ-୧୯ ଭାଇରସ ଲିକ୍‌ ହୋଇଛି।…

ସ୍ବଦେଶକୁ ଟଙ୍କା ପଠାଇବା କ୍ଷେତ୍ରରେ ଭାରତ ଆଗରେ

ନୂଆଦିଲ୍ଲୀ: ପ୍ରବାସରେ ରହୁଥିବା ଶ୍ରମିକ ଘରକୁ ଟଙ୍କା ପଠାଇବା କ୍ଷେତ୍ରାରେ ସବୁଠାରୁ ଆଗରେ ରହିଛି ଭାରତ। ଅନ୍ୟ ଦେଶ ଅପେକ୍ଷା ଭାରତୀୟ ପ୍ରବାସୀ ନିଜ ଦେଶକୁ  ଟଙ୍କା…

ମସଜିଦ ଉପରେ ଗୁଳିମାଡ: ୧୨ ମୃତ

ନୂଆଦିଲ୍ଲୀ: ନାଇଜେରିଆର ଏକ ମସ୍ଜିଦ ଉପରେ ଆଖିବୁଜା ଗୁଳିମାଡ। କିଛି ଗନମ୍ୟାନ ମସଜିଦ ଉପରେ ଗୁଳିମାଡ କରିବାରୁ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଆକ୍ରମଣକାରୀ କିଛି ଲୋକଙ୍କୁ…

କଲମ୍ବିଆରେ ଭୂସ୍ଖଳନ: ୩ ମୃତ, ୨୦ ନିଖୋଜ

ନୂଆଦିଲ୍ଲୀ: କଲମ୍ବିଆରେ ଭୂସ୍ଖଳନ। ଏହି ଭୂସ୍ଖଳନରେ ଏକ ସଡକ ସମ୍ପୂର୍ଣ୍ଣରୂପେ ପ୍ରଭାବିତ ହୋଇଛି ଓ  ୩ ଜଣଙ୍କ ମୃତ୍ୟୁ ହୋଇଛି। ୨୦ ଜଣ ଏବେ ମଧ୍ୟ ମାଡି…