କିଛି ସମୟ ପରେ ଉପସ୍ଥାପିତ ହେବ ବଜେଟ୍

ଆଜି ସଂସଦରେ ଉପସ୍ଥାପନ ହେବ ବଜେଟ୍ । ଦିମନ ୧୧ଟାରେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଅଷ୍ଟମଥର ପାଇଁ ବଜେଟ୍ ଉପସ୍ଥାପନା କରିବାକୁ ଯାଉଛନ୍ତି ।…

ଆଖଡ଼ାରୁ ବହିଷ୍କାର ହେଲେ ମମତା କୁଲକର୍ଣ୍ଣି..

ମହାମଣ୍ଡଳେଶ୍ୱର ଆଖଡ଼ା ପୀଠରୁ ବହିଷ୍କାର ହେଲେ ମମତା କୁଲକର୍ଣ୍ଣି। କିନ୍ନର ଆଖଡ଼ାର ପ୍ରତିଷ୍ଠାତା ରିଷି ଅଜୟ ଦାସ ମମତାଙ୍କୁ ବହିଷ୍କାର କରିଛନ୍ତି। ଏହା ସହ ମମତାଙ୍କୁ ଆଖଡ଼ାରେ…

ଏଥର ବିଦେଶୀ ଶକ୍ତିର ହସ୍ତକ୍ଷେପ ଦେଖିବାକୁ ମିଳୁନି- ମୋଦି

ପ୍ରଥମ ଥର ଲାଗି ବିଦେଶୀ ଶକ୍ତିର ପ୍ରୋତ୍ସାହନରେ ଲାଗିଆସିଥିବା ନିଆଁ ଏଥର ଲାଗିନି। ଗଲା ୧୦ ବର୍ଷ ଭିତରେ ସଂସଦର ସବୁ ଅଧିବେଶନରେ ଏମିତି ହୋଇ ଆସୁଥିଲା।…

ରାକ୍ଷୀଙ୍କ ହୃଦୟ ଭାଙ୍ଗିଲା- ବାହା ହେବାକୁ ମନା କଲେ ପାକିସ୍ତାନ ଆକ୍ଟର

ରାକ୍ଷୀଙ୍କ ହୃଦୟ ଭାଙ୍ଗିଗଲା। ପାକିସ୍ତାନୀ ଆକ୍ଟର ତଥା ବ୍ୟବସାୟୀ ଡୋଡି ଖାନ୍ ତାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ ପରେ ଭାଙ୍ଗିପଡ଼ିଛନ୍ତି ରାକ୍ଷୀ ସାଓ୍ୱନ୍ତ। ବିବାହ ଆଗରୁ ପଛକୁ…

ମସ୍କଙ୍କ ପିତାଙ୍କ ଟାର୍ଗେଟ- ମେମେକଏନରୁ ୨ଶହ ମିଲିୟନ ଡଲାର

ଏଲନ ମସ୍କଙ୍କ ବାବା ଏରୋଲ ମସ୍କ ମେମେକଏନ ଲଞ୍ଚ୍ କରିଛନ୍ତି। ଏଥିରୁ ୨ଶହ ମିଲିୟନ ଡଲାରର ଟାର୍ଗେଟ ରଖିଛନ୍ତି। ଲାଭକାରୀ ସଂସ୍ଥା ମସ୍କ ଇନଷ୍ଟିଚ୍ୟୁଟକୁ ସମର୍ଥନ ଲାଗି…

ପୁଣି ୟୁଟ୍ୟୁବରଙ୍କୁ ଚାପୁଡା ମାରିଲେ ବାବା

ବାବାଙ୍କ ନକଲ କରୁଥିବା ୟୁଟ୍ୟୁବରଙ୍କୁ ପଡିଲା ମହଙ୍ଗା। ୟୁଟ୍ୟୁବରଙ୍କୁ ଚାପୁଡା ମାରିଲେ ବାବା। ସୋସିଆଲ ମିଡିଆରେ ଭିଡିଓ ହେଲା ଭାଇରାଲ। ଆଧ୍ୟାତ୍ମିକତାର ସଙ୍ଗମ ସ୍ଥଳ ମହାକୁମ୍ଭମେଳା। ପ୍ରୟାଗରାଜରେ…

ମଧ୍ୟପ୍ରଦେଶରେ ନିର୍ମାଣଧୀନ ଛାତରୁ ଖସିଲା ସ୍ଲାବ,୩ ଶ୍ରମିକ ମୃତ

ମଧ୍ୟପ୍ରଦେଶରେ ନିର୍ମାଣଧୀନ ଛାତରୁ ଖସିଲା ସ୍ଲାବ। ଏଥିରେ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ  ଏକାଧିକ ଆହତ ହୋଇଛନ୍ତି । ଘଟଣାରେ ୫୦ ଜଣ ଗୁରୁତର…

କରନଙ୍କ ଫିଲ୍ମରେ ଡେବ୍ୟୁ କରିବେ ଇବ୍ରାହିମ୍!

ଧର୍ମା ପ୍ରଡକ୍ସନର ନୂଆ ଫିଲ୍ମରେ ଇଣ୍ଟ୍ରୋଡ୍ୟୁସ୍ ହେବେ ଇବ୍ରାହିମ୍ ଅଲ୍ଲୀ ଖାନ୍। ସୈଫଙ୍କ ବଡ଼ ପୁଅ ଇବ୍ରାହିମଙ୍କୁ ପ୍ରଥମ ସୁଯୋଗ ଦେବାକୁ ଯାଉଛନ୍ତି କରନ ଜୋହର। କରନଙ୍କ…

ଆନ୍ଦୋଳନରତ ଡାକ୍ତରଙ୍କ ଡ୍ୟୁଟି ରେଗୁଲାରାଇଜ୍ କର- ସୁପ୍ରିମକୋର୍ଟ

ଆରଜି କର ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ନ୍ୟାୟ ଦାବିରେ ଆନ୍ଦୋଳନରତ ଡାକ୍ତର ଯେଉଁମାନେ ଚାକିରୀ କ୍ଷେତ୍ରକୁ ଫେରିଆସିଥିଲ, ସେମାନଙ୍କ ଡ୍ୟୁଟି ରେଗୁଲାରାଇଜ୍ ହେବ।…

କୁମ୍ଭମେଳାରେ ନିଖୋଜ ହେଲେ ଲୋକେ, ପାଉନାହାନ୍ତି ପରିଜନ ଓ ସମ୍ପର୍କୀୟ

କୁମ୍ଭମେଳାରେ ମିଳୁନାହାନ୍ତି ଅନେକ। କୁଆଡ଼େ ଗଲେ ପାଉନାହାନ୍ତି ପରିଜନ ଓ ସମ୍ପର୍କୀୟ। ଆଉ ମୌନି ଅମାବାସ୍ୟାରେ ବୁଡ଼ ପକାଇବା ପରେ ଅନେକ ନିଖୋଜ ହୋଇଯାଇଛନ୍ତି ଯେମିତି। ଦଳାଚକଟା…

ମହାକୁମ୍ଭରେ ଦଳାଚକଟା ଘଟଣା,କ୍ଷତିପୂରଣ ଘୋଷଣା କଲେ ସରକାର

ମହାକୁମ୍ଭରେ ଦଳାଚକଟାରୁ ୩୦ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ସହ ୬୦ରୁ ଅଧିକ ଆହତ ହେଲେ। ବିଳମ୍ୱିତ ରାତି ୨ଟାରେ ତ୍ରିବେଣୀ ସଙ୍ଗମ ଓ ମହାକୁମ୍ଭ ଲାଗି ଉଦ୍ଦିଷ୍ଟ…