ରାୟପୁରରେ ଟ୍ରକ୍‌- ପିକଅପ୍ ଭ୍ୟାନ୍ ଧକ୍କା, ୬ ମୃତ, ୨୫ ଆହତ

ରାୟପୁର : ବଲୌଦାବଜାର ଜିଲ୍ଲା ପଲାରୀ ଥାନା ଅନ୍ତର୍ଗତ ଗୋଡ଼ା ପୁଲିୟା ରାୟପୁର- ବଲୌଦାବଜାର ମୁଖ୍ୟ ରାସ୍ତାରେ ସୋମବାର ସକାଳେ ଏକ ଟ୍ରକ୍ ଓ ପିକଅପ୍ ଭ୍ୟାନ୍…

ଅହମ୍ମଦନଗର ଜିଲ୍ଲାର ଶେବଗାଂଓରେ ଦୁଇ ଗୋଷ୍ଠି ମଧ୍ୟରେ ପଥର ମାଡ : ୫୦ ଜଣ ପୋଲିସ ହେପାଜତରେ

ମୁମ୍ବାଇ : ଅହମ୍ମଦନଗର ଜିଲ୍ଲାର ଶେବଗାଂଓରେ ରବିବାର ରାତିରେ ଛତ୍ରପତି ସଂଭାଜୀ ମହାରାଜ ଜୟନ୍ତୀ ଜୁଲୁସ ସମୟରେ ଦୁଇ ଗୋଷ୍ଠି ପରସ୍ପରକୁ ପଥର ଫିଙ୍ଗି ଥିଲେ ।…

ଜମ୍ମୁ-କାଶ୍ମୀରର କେତେକ ଅଂଚଳରେ ଏନଆଇଏର ଚଢ଼ଉ

ଜମ୍ମୁ : ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ସୋମବାର ଜମ୍ମୁ-କାଶ୍ମୀରର ଶ୍ରୀନଗର, ସୋପିୟାଂ, ପୁଲୱାମା, ଅନନ୍ତନାଗ ଏବଂ କୁଲଗାମର କେତେକ ସ୍ଥାନରେ ଚଢ଼ଉ କରିଛି । ବିଭାଗୀୟ…

ରୋଜଗାର ମେଳା କାର୍ଯ୍ୟକ୍ରମରେ ଆଜି (ମେ ୧୬) ପ୍ରଧାନମନ୍ତ୍ରୀ ବିଭିନ୍ନ ସରକାରୀ ପଦ ଓ ପ୍ରତିଷ୍ଠାନରେ ନୂଆ କରି ନିଯୁକ୍ତି ପାଇଥିବା ୭୧ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ମେ ୧୬ତାରିଖ) ଅନୁଷ୍ଠିତ ହେଉଥିବା ରୋଜଗାର ମେଳା କାର୍ଯ୍ୟକ୍ରମରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ ୭୧ ହଜାର…

ଇଡି ପୁନର୍ବାର ରାକଂପା ନେତା ଜୟନ୍ତ ପାଟିଲଙ୍କୁ ପଠାଇଲା ନୋଟିସ୍‌, ମେ ୨୨ ରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ

ମୁମ୍ବାଇ : ଆଇ ଏଲ  ଆଣ୍ଡ ଏଫଏଫଏସ ମାମଲାରେ ପଚରାଉଚରା ପାଇଁ  ଇଡି ପୁଣିଥରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ରାଜ୍ୟ ସଭାପତି ଜୟନ୍ତ ପାଟିଲଙ୍କୁ ନୋଟିସ…

ମା ରାମଚଣ୍ଡୀଙ୍କ ଜଳଶାୟୀ ଉତ୍ସବ

ପୁରୀ : ଦୋଳମଣ୍ଡପ ସାହି ଜେନାରିଗଛ ଛକ ସ୍ଥିତ ମା ରାମଚଣ୍ଡୀ ଠାକୁରାଣୀଙ୍କ ଜଳଶାୟୀ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଜଳକ୍ରୀଡ଼ା ଏକାଦଶୀ ତିଥିରେ…

ମନ କି ବାତ ବିଷୟ ଉପରେ ଆଧାରିତ ପ୍ରଦର୍ଶନୀକୁ ଦେଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦିଲ୍ଲୀ ଠାରେ ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଦେଖିବାକୁ ପହଂଚିଥିଲେ ।…

ଉତରାଖଣ୍ଡରେ ଆୟୁଷର ଅପାର ସମ୍ଭାବନା ଅଛି – କେନ୍ଦ୍ରୀୟ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ  ଅଶ୍ୱିନୀ ଚୌବେ

ଡେହରାଡୁନ : କେନ୍ଦ୍ର ସ୍ୱାସ୍ଥ୍ୟ ରାଜ୍ୟ ମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କହିଛନ୍ତି ଯେ ହୋମ୍ୟୋପାଥି ବିଦେଶ ନୁହେଁ, ଭାରତର ପୁରାତନ ଏବଂ ସନାତନ ସଂସ୍କୃତି ସହିତ…

କର୍ଣ୍ଣାଟକର ଡିଜିପି ପ୍ରବୀଣ ସୁଦ ହେବେ ସିବିଆଇର ନିର୍ଦ୍ଦେଶକ

ନୂଆଦିଲ୍ଲୀ : କର୍ଣ୍ଣାଟକର ଡିଜିପି ପ୍ରବୀଣ ସୁଦ ସିବିଆଇର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି ।  ସିବିଆଇର ନିର୍ଦେଶକ ଥିବା ସୁବୋଧ କୁମାର ଜୟସୱାଲ୍‌ଙ୍କ କାର୍ଯ୍ୟକାଳ ମେ…

ଉପରାଷ୍ଟ୍ରପତି ନାଗୌରର ମେଡତା ସିଟିରେ ସ୍ୱ. ନାଥୁରାମ ମିର୍ଦ୍ଧାଙ୍କ  ପ୍ରତିମାର କଲେ ଉନ୍ମୋଚନ

ନାଗୌର : ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗ୍ରାମୀଣ କିସାନ ଯୁବକମାନଙ୍କ ମଧ୍ୟରେ ବଢ଼ୁଥିବା ନିଶା ସେବନ  ଏବଂ କ୍ଷଣିକ ସରଳ ଲାଭ ପାଇଁ କାନୁନର ଉଲ୍ଲଂଘନର ପ୍ରବୃତି…

ଜି ୭ ବୈଠକରେ କେନ୍ଦ୍ର  ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଗତକାଲି ଜାପାନର ନାଗାସାକିରେ ସ୍ୱାସ୍ଥ୍ୟ ନବାଚାର ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିଆ ସମ୍ବୋଧିତ କରିଛନ୍ତି ।…