ଜାତୀୟ

ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେବା ପରେ ରାଷ୍ଟ୍ରପତିଙ୍କୁ ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ରାଷ୍ଟ୍ରପତିଙ୍କ ଏକ ଟ୍ୱିଟର ଜବାବରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ – ରାଷ୍ଟ୍ରପତି ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ ଦି ଗ୍ରାଣ୍ଡ ଅର୍ଡର ଅଫ ଦି ଚେନ ଅଫ ୟେଲୋ ଷ୍ଟାର ରେ ସମ୍ମାନିତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ । ସୁରିନାମର ସରକାର ଓ ଲୋକ ମାନଙ୍କର ଏହି ବିଶେଷ ଭାବ ଆମ ମଧ୍ୟରେ ସ୍ଥାୟୀ ମିତ୍ରତାର ପ୍ରତୀକ ।

Related Articles

Leave a Reply

Your email address will not be published.

Back to top button