ହାଥରସ ଘଟଣାରେ ଆସିଲା ଏସଆଇଟି ରିପୋର୍ଟ

ହଥରସ ଦଳାଚକଟା ଘଟଣା । ରିପୋର୍ଟ ଦାଖଲ କରିଛି ଏସଆଇଟି । ରିପୋର୍ଟରେ ସତସଙ୍ଗ ଆୟୋଜନ କମିଟି କୁ ଦାୟୀ କରିବା ସହ ପ୍ରଶାସନ ଭୁଲ ଥିବା ଦର୍ଶାଯାଇଛି । କିନ୍ତୁ ରିପୋର୍ଟରେ କେଉଁଠି ବି ଭୋଲେ ବାବା ଙ୍କ ନାଁ ନାହିଁ ।

ଏନୁମତି ଠାରୁ ଅଧିକ ଲୋକଙ୍କୁ ଏକତ୍ରିତ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ଏବଂ ସତସଙ୍ଗ ସ୍ଥଳରେ ସଠିକ୍ ବ୍ୟବସ୍ଥା କରାଯାଇନଥିବାରୁ ପ୍ରଶାସନକୁ ଦାୟୀ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦୀତ୍ୟନାଥଙ୍କୁ ରିପୋର୍ଟ ପ୍ରଦାନ କରିବ ଏସଆଇଟୁ । ରିପୋର୍ଟରେ ଯେଉଁମାନେ ଦୋଷୀ ସାବ୍ୟସ୍ତ କରାଯାଇଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କତରାଯାଇପାରେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *