ପ୍ରକାଶ ପାଇଲା OSSTET ରେଜଲ୍ଟ

Spread the love

ଆଜି ପ୍ରକାଶ ପାଇଲା OSSTET (ODISHA SECONDARY SCHOOL TEACHER ELIGIBILITY TEST) ପରୀକ୍ଷା ଫଳ । www.bseodisha.ac.inରେ ରେଜଲ୍ଟ ଉପଲବ୍ଧ ହୋଇଛି। ପରୀକ୍ଷାର୍ଥୀମାନେ ୱେବ୍‌ସାଇଟରୁ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ।

କିପରି କରିବେ ଡାଉନଲୋଡ

-ପ୍ରଥମେ OSSTETର ଅଫିସିଆଲ ୱେବସାଇଟ www.bseodisha.ac.inକୁ ଲଗ ଇନ୍‌ କରନ୍ତୁ। ସେଥିରେ ନିଜ ଇ-ମେଲ୍‌ ଆଡ୍ରେସ ଓ ପାସ୍‌ୱାର୍ଡ ଦିଅନ୍ତୁ । ଏହାପରେ ଲଗ୍‌ ଇନ୍‌ ବଟନ୍‌କୁ କ୍ଲିକ୍‌ କରନ୍ତୁ । ଏହାପରେ  ‘OSSTET Result 2024’ ଉପରେ କ୍ଲିକ କରନ୍ତୁ । ଆପଣଙ୍କ ରେଜଲ୍ଟ କମ୍ପ୍ୟୁଟର ସ୍କ୍ରିନ୍‌ରେ ଦେଖାଯିବ ।

ଏହାକୁ ଆପଣ ଡାଉନଲୋଡ କରି ପାରନ୍ତି।

Leave a Reply

Your email address will not be published. Required fields are marked *