ସାହିତ୍ୟ ପାଇଁ ଆନ୍ନି ଏନର୍ଜାକ୍ସଙ୍କୁ ନୋବେଲ

Spread the love

ନୂଆଦିଲ୍ଲୀ: ଫ୍ରାନ୍ସ ସାହିତ୍ୟିକା ଆନ୍ନି ଏର୍ନାକ୍ସଙ୍କୁ ୨୦୨୨ ବର୍ଷ ପାଇଁ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ନୋବେଲ ପୁରସ୍କାର ଦିଆଯାଉଛି। ଗୁରୁବାର ଦିନ ନୋବେଲ କମିଟି ପକ୍ଷରୁ ଏହି ଘୋଷଣା କରାଯାଇଛି। ତାଙ୍କୁ ଏହି ପୁରସ୍କାର ତାଙ୍କ ସାହସ ତଥା ସ୍ବାସ୍ଥ୍ୟଗତ ସମସ୍ୟା, ସ୍ମୃତିକୁ ସାଉଁଟି ଛୋଟ ଛୋଟ ପ୍ରସଙ୍ଗକୁ ଉତ୍ଥାପନ କରି ପାଇଁ ଦିଆଯାଇଛି। ତାଙ୍କ ଲେଖାରେ ଲିଙ୍ଗଗତ ବୈଷମ୍ୟତା, ଭାଷା, ବର୍ଗବାଦ ଉପରେ ନିଜ ନିର୍ଭିକ ଲେଖନୀ ଚାଳନା କରିଚାଲିଛନ୍ତି। ତାଙ୍କର ରାସ୍ତା ବେଶ ଲମ୍ବା ଓ କଠିନତାଭରା ରହିଛି।

Leave a Reply

Your email address will not be published. Required fields are marked *