ସଂସଦରେ NEET ଝଡ଼

Spread the love

NEET କୁ ନେଇ ସଂସଦରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ । NEET ପ୍ରସଙ୍ଗରେ ଆଲୋଚନା ପାଇଁ ଅଳି ବସିଲେ ବିରେଧୀ ।ସୋମବାର ଦିନ ୧୧ଟା ପର୍ଯ୍ୟନ୍ତ ଲୋକସଭାକୁ ମୁଲତବି କଲେ ବାଚସ୍ପତି । NEET ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା ପରେ ମୁଲତବି ଘୋଷଣା ।

Leave a Reply

Your email address will not be published. Required fields are marked *