ପହଲଗାମ ଆକ୍ରମଣର ପୀଡିତ ପରିବାରଙ୍କୁ ଭେଟିବେ ରାହୁଲ

ଶ୍ରୀନଗରରେ ରାହୁଲ ଗାନ୍ଧୀ । ପହଲଗାମ୍ ଆତଙ୍କୀ ହମଲା ପରେ ଆଜି ଜମ୍ମୁ କାଶ୍ମୀରର ଶ୍ରୀନଗର ଗସ୍ତ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ବାଦାମୀବାଗ କ୍ୟାଣ୍ଟନମେଣ୍ଟର ସେନା ହସ୍ପିଟାଲରେ ପହଲଗାମ ଆକ୍ରମଣର ପୀଡିତ ପରିବାରଙ୍କୁ ଭେଟିବେ ରାହୁଲ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *